କୋଙ୍କଡ଼ାଇବା
ଦେଖଣା
କୋଙ୍କଡ଼ାଇବା —
ଉଚ୍ଚାରଣ: Koṅkaṟḍ̠āibā
ପ୍ରାଦେ. (ବାଲେଶ୍ବର) କ୍ରି. (ତୁଳ. ବଂ. କୋଁକଡ଼ନ) —
୧: କୁଞ୍ଚୁକୁଞ୍ଚିଆ ହେବା — ୧. To become curled or crisp.
୨: ସାଙ୍କୁଶି ଯିବା; ସଙ୍କୁଚିତ ହେବା — ୨. To contract; to shrink.