କୋଙ୍କଡ଼ାଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଙ୍କଡ଼ାଇବା
ଉଚ୍ଚାରଣ: Koṅkaṟḍ̠āibā

ପ୍ରାଦେ. (ବାଲେଶ୍ବର) କ୍ରି. (ତୁଳ. ବଂ. କୋଁକଡ଼ନ) —

୧: କୁଞ୍ଚୁକୁଞ୍ଚିଆ ହେବା — ୧. To become curled or crisp.

୨: ସାଙ୍କୁଶି ଯିବା; ସଙ୍କୁଚିତ ହେବା — ୨. To contract; to shrink.