କୋରଣା
ଦେଖଣା
କୋରଣା —
ଉଚ୍ଚାରଣ: Koraṇā
কুরনী, কুরনী
गीदा, इदी, करीनी
ଦେ. ବି. (ସଂ. କୁନ୍ତନୀ?)
୧: ନଡ଼ିଆ ବା ପାଣିକଖାରୁ ଆଦିର ଶସକୁ କୋରିବାର ଯନ୍ତ୍ର — ୧. Toothed iron-instrument for scraping the soft parts of cocoanut and other fruits; a scratcher; a scraper.
୨: ଦୁଧହାଣ୍ଡିରୁ ଦୁଧକୋରୁଅ କୋରିବା ପାଇଁ ବ୍ୟବହୃତ ଅର୍ନ୍ଧଚନ୍ଦ୍ରାକୃତି ଲୌହନିର୍ମିତ ପାତିଆ — ୨. A bit of iron-leaf for scraping the hard layers from the milk-pot.