କୋରଣା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋରଣା
ଉଚ୍ଚାରଣ: Koraṇā
কুরনী, কুরনী गीदा, इदी, करीनी

ଦେ. ବି. (ସଂ. କୁନ୍ତନୀ?)

୧: ନଡ଼ିଆ ବା ପାଣିକଖାରୁ ଆଦିର ଶସକୁ କୋରିବାର ଯନ୍ତ୍ର — ୧. Toothed iron-instrument for scraping the soft parts of cocoanut and other fruits; a scratcher; a scraper.

୨: ଦୁଧହାଣ୍ଡିରୁ ଦୁଧକୋରୁଅ କୋରିବା ପାଇଁ ବ୍ୟବହୃତ ଅର୍ନ୍ଧଚନ୍ଦ୍ରାକୃତି ଲୌହନିର୍ମିତ ପାତିଆ — ୨. A bit of iron-leaf for scraping the hard layers from the milk-pot.