ଖଦଡ଼
ଦେଖଣା
ଖଦଡ଼ —
ଉଚ୍ଚାରଣ: Khadaṟḍ̠a
খদড়; খাদি
खदर; खादी
ଦେ. ବି —
୧: ଖଣ୍ଡଖଣ୍ଡିଆ କ୍ଷୁଦ୍ର ବସ୍ତୁ — ୧. Small lumps or particles.
୨: (ସଂ. କ୍ଷୁଦ୍ର) ହାତକଟା ସୂତାରେ ଦେଶର ତନ୍ତୀଙ୍କଦ୍ବାରା ବୁଣା ହେବା ମୋଟ ଲୁଗା ବା ଖଦି — ୨. Country-made coarse cloth.
(ଯଥା—ମହାତ୍ମା ଗାନ୍ଧୀ ଦେଶବାସୀଙ୍କୁ ଖଦଡ ପିନ୍ଧିବାକୁ ଉପଦେଶ ଦେଇଅଛନ୍ତି)
୩: ଗୋଳିଆ ଓ ବଟା ଜଳୀୟ ପଦାର୍ଥ ଛଣା ହେଲା ପରେ ଯେଉଁ କଠିନ ଅଂଶମାନ ରହିଯାଏ; ସିଠା — ୩. Coarse particles left after some liquid is strained.
ଦେ. ବିଣ —
ଖଦଡ଼ିଆ (ଦେଖ) Khadaṟḍ̠iā (See)