Jump to content

ଖଦଡ଼

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଦଡ଼
ଉଚ୍ଚାରଣ: Khadaṟḍ̠a
খদড়; খাদি खदर; खादी

ଦେ. ବି —

୧: ଖଣ୍ଡଖଣ୍ଡିଆ କ୍ଷୁଦ୍ର ବସ୍ତୁ — ୧. Small lumps or particles.

୨: (ସଂ. କ୍ଷୁଦ୍ର) ହାତକଟା ସୂତାରେ ଦେଶର ତନ୍ତୀଙ୍କଦ୍ବାରା ବୁଣା ହେବା ମୋଟ ଲୁଗା ବା ଖଦି — ୨. Country-made coarse cloth.

(ଯଥା—ମହାତ୍ମା ଗାନ୍ଧୀ ଦେଶବାସୀଙ୍କୁ ଖଦଡ ପିନ୍ଧିବାକୁ ଉପଦେଶ ଦେଇଅଛନ୍ତି)

୩: ଗୋଳିଆ ଓ ବଟା ଜଳୀୟ ପଦାର୍ଥ ଛଣା ହେଲା ପରେ ଯେଉଁ କଠିନ ଅଂଶମାନ ରହିଯାଏ; ସିଠା — ୩. Coarse particles left after some liquid is strained.

ଦେ. ବିଣ —

ଖଦଡ଼ିଆ (ଦେଖ) Khadaṟḍ̠iā (See)