ଖପରା
ଦେଖଣା
ଖପରା —
ଉଚ୍ଚାରଣ: Khaparā
খাপরা, খাবরা
ठीकरा, टीकरी
ଦେ. ବି. (ସଂ ଖର୍ପର) —
୧: ଭଙ୍ଗା ହାଣ୍ଡି ମାଠିଆ ଆଦି ପୋଡ଼ା ମାଟିପାତ୍ରରେ କ୍ଷୁଦ୍ର କ୍ଷୁଦ୍ର ଅଂଶ — ୧. A potsherd.
ଖପରା ତୁଲେ ମିଶି ପାଉଁଶ ବର୍ଷିଲା କୃଷ୍ଣସିଂହ. ମହାଭାରତ. ବନ
୨: ଘର ଛାଉଣି କରିବା ନିମନ୍ତେ ବ୍ୟବହୁତ ମାଟିର ପୋଡ଼ା ଟାଇଲ୍; ଖପରଲି — ୨. A thin tile used in thatching houses.
୩: କଟାହାକାର ହାଣ୍ଡିର ଅଂଶ — ୩. Part of an earthenware in the shape of of a frying pan.
ପ୍ରାଦେ. (ସିଂହଭୂମ) ବି —
୧: ମୁଢ଼ି ଭଜାଭଜି ହାଣ୍ଡି — ୧. An earthen pot used for frying rice.
୨: ଖପରଲି (ଦେଖ) ୨. Khaparali (See)