ଖପରା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖପରା
ଉଚ୍ଚାରଣ: Khaparā
খাপরা, খাবরা ठीकरा, टीकरी

ଦେ. ବି. (ସଂ ଖର୍ପର) —

୧: ଭଙ୍ଗା ହାଣ୍ଡି ମାଠିଆ ଆଦି ପୋଡ଼ା ମାଟିପାତ୍ରରେ କ୍ଷୁଦ୍ର କ୍ଷୁଦ୍ର ଅଂଶ — ୧. A potsherd.

ଖପରା ତୁଲେ ମିଶି ପାଉଁଶ ବର୍ଷିଲା କୃଷ୍ଣସିଂହ. ମହାଭାରତ. ବନ

୨: ଘର ଛାଉଣି କରିବା ନିମନ୍ତେ ବ୍ୟବହୁତ ମାଟିର ପୋଡ଼ା ଟାଇଲ୍; ଖପରଲି — ୨. A thin tile used in thatching houses.

୩: କଟାହାକାର ହାଣ୍ଡିର ଅଂଶ — ୩. Part of an earthenware in the shape of of a frying pan.

ପ୍ରାଦେ. (ସିଂହଭୂମ) ବି —

୧: ମୁଢ଼ି ଭଜାଭଜି ହାଣ୍ଡି — ୧. An earthen pot used for frying rice.

୨: ଖପରଲି (ଦେଖ) ୨. Khaparali (See)