ଖାତରପାସ୍
ଦେଖଣା
ଖାତରପାସ୍ —
ଉଚ୍ଚାରଣ: Khātarapās
ପ୍ରାଦେ. (କଟକ) ବି.—(ଫା. ଖାତିର+ଅନର୍ଥକ ଦ୍ବିତୀୟ ସହଚର ପାସ୍) —
୧: ମର୍ୟ୍ୟାଦା; ସମ୍ମାନ; ଆଦର — ୧. Respect.
୨: ପରେଇ —୨. Regard; attention.
ପ୍ରାଦେ. (କଟକ) ବିଣ —
ଯେଉଁ ବ୍ୟକ୍ତି ଅନ୍ୟକୁ ମର୍ୟ୍ୟାଦା ଦେଖାଏ —Respectful.