ଖାତରପାସ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାତରପାସ୍
ଉଚ୍ଚାରଣ: Khātarapās

ପ୍ରାଦେ. (କଟକ) ବି.—(ଫା. ଖାତିର+ଅନର୍ଥକ ଦ୍ବିତୀୟ ସହଚର ପାସ୍) —

୧: ମର୍ୟ୍ୟାଦା; ସମ୍ମାନ; ଆଦର — ୧. Respect.

୨: ପରେଇ —୨. Regard; attention.

ପ୍ରାଦେ. (କଟକ) ବିଣ —

ଯେଉଁ ବ୍ୟକ୍ତି ଅନ୍ୟକୁ ମର୍ୟ୍ୟାଦା ଦେଖାଏ —Respectful.