ଗଇବି
ଦେଖଣା
ଗଇବି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶଜ - ବିଶେଷଣ - (ଆରବୀ - ଗାୟବ୍, ଗୈବ=ଗୁପ୍ତ; ପରୋକ୍ଷ, ଅଦୃଶ୍ୟ; ତୁଳନା - ସଂସ୍କୃତ - ଗୁପ୍ତା)
[ସମ୍ପାଦନା]- ୧. ଗୁପ୍ତ —୧. Secret.
- ୨. ଅଜ୍ଞାତ —୨. Unknown.
- ୩. ଲୁକ୍କାୟିତ —୩. Concealed; covert.
- ୪. ଅଦୃଶ୍ୟ; ଅନ୍ତର୍ଦ୍ଧାନ —୪. Disappeared.
- ୫. ଅନୁପସ୍ଥିତ —୫. Absent.