ଗଇବି

ଉଇକିଅଭିଧାନ‌ରୁ

ଗଇବି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶଜ - ବିଶେଷଣ - (ଆରବୀ - ଗାୟବ୍, ଗୈବ=ଗୁପ୍ତ; ପରୋକ୍ଷ, ଅଦୃଶ୍ୟ; ତୁଳନା - ସଂସ୍କୃତ - ଗୁପ୍ତା)[ସମ୍ପାଦନା]

୧. ଗୁପ୍ତ —୧. Secret.
୨. ଅଜ୍ଞାତ —୨. Unknown.
୩. ଲୁକ୍କାୟିତ —୩. Concealed; covert.
୪. ଅଦୃଶ୍ୟ; ଅନ୍ତର୍ଦ୍ଧାନ —୪. Disappeared.
୫. ଅନୁପସ୍ଥିତ —୫. Absent.