ଖୁଙ୍ଗା
ଦେଖଣା
ଖୁଙ୍ଗା —
ଉଚ୍ଚାରଣ: Khuṅgā
খালা; ঠোঙ্গা
খোঁচান; খুঁচানা
कोँचा
ଦେ. ବି. (ସଂ. କରଙ୍କ; କରଙ୍ଗ) —
୧: ବେତ ବା ବାଉଁଶ— ନିର୍ମିତ କ୍ଷଦ୍ର ପେଟିକା; ଛୋଟ ପେଡ଼ି — ୧. A small box of wicker work. (of cane, bamboo etc.)
୨: ପତ୍ରର ଠୋଲା; ଦନା —୨. Leaves sewn into a pot.
୩: ଆଙ୍ଗୁଠି ବା ଯଷ୍ଟି ଅଗରେ କେଞ୍ଚିବା — ୩. Poking with a finger-tip or a point of a stick.
(ଶୁଙ୍ଗୀ—ସ୍ତ୍ରୀ)
ପ୍ରାଦେ. (ଗଡ଼ଜାତ) ବିଣ. ପୁଂ —
ବେଢଙ୍ଗିଆ (ଲୋକ) — Unmethodical (person); Unsystematic (person).
ପ୍ରାଦେ. (ପୁରୀ) ବିଣ —
ଅତି ମାନ୍ଦାବୁଦ୍ଧିଆ ବା ଲେସମା — Very sluggish.