ଖୁଙ୍ଗା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁଙ୍ଗା
ଉଚ୍ଚାରଣ: Khuṅgā
খালা; ঠোঙ্গা খোঁচান; খুঁচানা कोँचा

ଦେ. ବି. (ସଂ. କରଙ୍କ; କରଙ୍ଗ) —

୧: ବେତ ବା ବାଉଁଶ— ନିର୍ମିତ କ୍ଷଦ୍ର ପେଟିକା; ଛୋଟ ପେଡ଼ି — ୧. A small box of wicker work. (of cane, bamboo etc.)

୨: ପତ୍ରର ଠୋଲା; ଦନା —୨. Leaves sewn into a pot.

୩: ଆଙ୍ଗୁଠି ବା ଯଷ୍ଟି ଅଗରେ କେଞ୍ଚିବା — ୩. Poking with a finger-tip or a point of a stick.

(ଶୁଙ୍ଗୀ—ସ୍ତ୍ରୀ)

ପ୍ରାଦେ. (ଗଡ଼ଜାତ) ବିଣ. ପୁଂ —

ବେଢଙ୍ଗିଆ (ଲୋକ) — Unmethodical (person); Unsystematic (person).

ପ୍ରାଦେ. (ପୁରୀ) ବିଣ —

ଅତି ମାନ୍ଦାବୁଦ୍ଧିଆ ବା ଲେସମା — Very sluggish.