Jump to content

ଗଜୁରିବା

ଉଇକିଅଭିଧାନ‌ରୁ

ଗଜୁରିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ତୁଳ ସଂସ୍କୃତ - ଅଗ୍ରଜ)

[ସମ୍ପାଦନା]
୧. ଅଙ୍କୂରିତ ହେବା; ଗଜରିବା — ୧. To sprout forth; to germinate.

ପ୍ରେମ ମଞ୍ଜରା କି ଗଜୁରି ଆସୁଛି ଚକୋରମିଥୁନ ହିତରେ ନୀଳମଣି. ଚିତାତରଙ୍ଗିଣୀ

୨. (କେଶ ଆଦି) ନୂଆ ଉଠିବା — ୨. To come out fresh (said of the hair).