ଗଜୁରିବା

ଉଇକିଅଭିଧାନ‌ରୁ

ଗଜୁରିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ତୁଳ ସଂସ୍କୃତ - ଅଗ୍ରଜ)[ସମ୍ପାଦନା]

୧. ଅଙ୍କୂରିତ ହେବା; ଗଜରିବା — ୧. To sprout forth; to germinate.

ପ୍ରେମ ମଞ୍ଜରା କି ଗଜୁରି ଆସୁଛି ଚକୋରମିଥୁନ ହିତରେ ନୀଳମଣି. ଚିତାତରଙ୍ଗିଣୀ

୨. (କେଶ ଆଦି) ନୂଆ ଉଠିବା — ୨. To come out fresh (said of the hair).