ଗଡ଼ା
ଦେଖଣା
ଗଡ଼ା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଗଡ଼ା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗାଢ)
[ସମ୍ପାଦନା]- ୧. ମୋଟ ଲୁଗାର ଥାନ — ୧. A long piece of coarse cloth.
- ୨. ଉଚ୍ଚ ସଡ଼କ ଓ ବନ୍ଧ ଉପରୁ ତଳକୁ ଗାଡ଼ି ଆଦି ସହଜରେ ଓହ୍ଲାଇବା ନିମନ୍ତେ ପ୍ରସ୍ତୁତ ହୋଇଥିବା କ୍ରମନିମ୍ନ ପଥ; ଘୋସରା —୨. A sloping road made to enable carts and people to descend from a highroad or bandh.
- ୩. ଭୁମିରେ ଗଡ଼ିବା — ୩. Rolling on the ground.
- ୪. ଚାରିଦିଗରେ କାଠବାଡ଼ ପରିବେଷ୍ଟିତ ସ୍ଥାନ — ୪. Enclosure;place enclosed by fence or railings.
- ୫. ଯେଉଁ ନାଳଦ୍ୱାରା ପାଣି ଗଡ଼ାଇ ମାଛ ଧରାଯାଏ — ୫. A channel in which fishes are caught after its water ir drained.
- ୬. ଡ଼ୁଡ଼ୁ ଖେଳରେ ଉଭୟପକ୍ଷ ଖେଳାଳିଙ୍କର ମଧ୍ୟବର୍ତ୍ତୀ ସୀମାନିର୍ଦ୍ଦେଶକ ରେଖା — ୬. The line of demarkation just in the middle of the field of "Doodoo" game.
ଦେଶଜ - ବିଶେଷଣ - (ଅନ୍ୟଶବ୍ଦ ସାଙ୍ଗେ ଲାଗେ—ଯଥା;ଭୂଇଁଗଡ଼ା)
[ସମ୍ପାଦନା]ଲେଟୁଥିବା;ଦଡ଼ିଥିବା —Rolling on (such or such bed or land)
ଅନୁବାଦ
[ସମ୍ପାଦନା]ଗଡ଼ା
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]ନିଦା ଛୋଟଚକ ଲାଗିଥିବା ଗାଡ଼ି; ଗୋଟିଆ —A cart having small solid wheels.