ଗଡ଼ା

ଉଇକିଅଭିଧାନ‌ରୁ

ଗଡ଼ା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗାଢ)[ସମ୍ପାଦନା]

୧. ମୋଟ ଲୁଗାର ଥାନ — ୧. A long piece of coarse cloth.


୨. ଉଚ୍ଚ ସଡ଼କ ଓ ବନ୍ଧ ଉପରୁ ତଳକୁ ଗାଡ଼ି ଆଦି ସହଜରେ ଓହ୍ଲାଇବା ନିମନ୍ତେ ପ୍ରସ୍ତୁତ ହୋଇଥିବା କ୍ରମନିମ୍ନ ପଥ; ଘୋସରା —୨. A sloping road made to enable carts and people to descend from a highroad or bandh.
୩. ଭୁମିରେ ଗଡ଼ିବା — ୩. Rolling on the ground.
୪. ଚାରିଦିଗରେ କାଠବାଡ଼ ପରିବେଷ୍ଟିତ ସ୍ଥାନ — ୪. Enclosure;place enclosed by fence or railings.
୫. ଯେଉଁ ନାଳଦ୍ୱାରା ପାଣି ଗଡ଼ାଇ ମାଛ ଧରାଯାଏ — ୫. A channel in which fishes are caught after its water ir drained.
୬. ଡ଼ୁଡ଼ୁ ଖେଳରେ ଉଭୟପକ୍ଷ ଖେଳାଳିଙ୍କର ମଧ୍ୟବର୍ତ୍ତୀ ସୀମାନିର୍ଦ୍ଦେଶକ ରେଖା — ୬. The line of demarkation just in the middle of the field of "Doodoo" game.

ଦେଶଜ - ବିଶେଷଣ - (ଅନ୍ୟଶବ୍ଦ ସାଙ୍ଗେ ଲାଗେ—ଯଥା;ଭୂଇଁଗଡ଼ା)[ସମ୍ପାଦନା]

ଲେଟୁଥିବା;ଦଡ଼ିଥିବା —Rolling on (such or such bed or land)

ଅନୁବାଦ[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -[ସମ୍ପାଦନା]

ନିଦା ଛୋଟଚକ ଲାଗିଥିବା ଗାଡ଼ି; ଗୋଟିଆ —A cart having small solid wheels.