Jump to content

ଗଡ଼ିଏ

ଉଇକିଅଭିଧାନ‌ରୁ

ଗଡ଼ିଏ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ - ଓ ବିଶେଷଣ - (ଅଦରାର୍ଥ)

[ସମ୍ପାଦନା]

ଏକଗଡ଼ ମାତ୍ର; ଗଡ଼େ — One piece or bit only.

ପ୍ରାଦେଶିକ - (ପୁରୀ) ବିଶେଷ୍ୟ - ଓବିଶେଷଣ -

[ସମ୍ପାଦନା]

ଏକ ଗାଡ଼ି ପରିମିତ — One cart-load of a thing.