ଗଡ଼ିଏ

ଉଇକିଅଭିଧାନ‌ରୁ

ଗଡ଼ିଏ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ବିଶେଷ୍ୟ - ଓ ବିଶେଷଣ - (ଅଦରାର୍ଥ)[ସମ୍ପାଦନା]

ଏକଗଡ଼ ମାତ୍ର; ଗଡ଼େ — One piece or bit only.

ପ୍ରାଦେଶିକ - (ପୁରୀ) ବିଶେଷ୍ୟ - ଓବିଶେଷଣ -[ସମ୍ପାଦନା]

ଏକ ଗାଡ଼ି ପରିମିତ — One cart-load of a thing.