Jump to content

ଗଡ଼୍ଗଡ଼୍

ଉଇକିଅଭିଧାନ‌ରୁ

ଗଡ଼୍ଗଡ଼୍

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ଅ (ଧ୍ୱନ୍ୟନୁକରଣ; ସଂସ୍କୃତ - ଘର୍ଘର)

[ସମ୍ପାଦନା]
୧. ଟାଣ ଭୂମିରେ ଶଗଡ଼ ଗଡ଼ିଯିବା ଶବ୍ଦ — ୧. Rattling sound (as of a cart rolling on hard ground).
୨. ଇଚ୍ଚସ୍ୱରରେ ବିନା ବାଧାରେ କଥା କହିଯିବା ପ୍ରକାର — ୨. Babbling or talking fluently.
୩. ଘଡ଼ଘଡ଼ଠାରୁ ନିମ୍ନ ସ୍ୱର (ଯଥା—ହୁକା ଟାଣିବାର ଶବ୍ଦ) — ୩. Low rumbling sound.