ଗଡ଼୍ଗଡ଼୍
ଦେଖଣା
ଗଡ଼୍ଗଡ଼୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ଅ (ଧ୍ୱନ୍ୟନୁକରଣ; ସଂସ୍କୃତ - ଘର୍ଘର)
[ସମ୍ପାଦନା]- ୧. ଟାଣ ଭୂମିରେ ଶଗଡ଼ ଗଡ଼ିଯିବା ଶବ୍ଦ — ୧. Rattling sound (as of a cart rolling on hard ground).
- ୨. ଇଚ୍ଚସ୍ୱରରେ ବିନା ବାଧାରେ କଥା କହିଯିବା ପ୍ରକାର — ୨. Babbling or talking fluently.
- ୩. ଘଡ଼ଘଡ଼ଠାରୁ ନିମ୍ନ ସ୍ୱର (ଯଥା—ହୁକା ଟାଣିବାର ଶବ୍ଦ) — ୩. Low rumbling sound.