ଗଡ଼୍ଗଡ଼୍

ଉଇକିଅଭିଧାନ‌ରୁ

ଗଡ଼୍ଗଡ଼୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ଅ (ଧ୍ୱନ୍ୟନୁକରଣ; ସଂସ୍କୃତ - ଘର୍ଘର)[ସମ୍ପାଦନା]

୧. ଟାଣ ଭୂମିରେ ଶଗଡ଼ ଗଡ଼ିଯିବା ଶବ୍ଦ — ୧. Rattling sound (as of a cart rolling on hard ground).
୨. ଇଚ୍ଚସ୍ୱରରେ ବିନା ବାଧାରେ କଥା କହିଯିବା ପ୍ରକାର — ୨. Babbling or talking fluently.
୩. ଘଡ଼ଘଡ଼ଠାରୁ ନିମ୍ନ ସ୍ୱର (ଯଥା—ହୁକା ଟାଣିବାର ଶବ୍ଦ) — ୩. Low rumbling sound.