ଗଦ୍ଗଦ
ଗଦ୍ଗଦ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଧ୍ୱନ୍ୟନୁକରଣ;ସଂସ୍କୃତ - ଗଦ ଧାତୁ=କହିବା)[ସମ୍ପାଦନା]
- ୧. ଖନାଇବା; ଖନି ଖନି କଥା କହିବା — ୧. Stammering; stuttering; faltering.
- ୨. ଅସ୍ପଷ୍ଟ ବାକ୍ୟ — ୨. Inarticulate or indistinct speech.
- ୩. କ୍ରୋଧ ଆନନ୍ଦାଦିଜନିତ ଅସ୍ପଷ୍ଟ ବାକ୍ୟ — ୩. Convulsive speech (due to paroxysm of joy, devotio, anger).
ସଂସ୍କୃତ - ବିଶେଷଣ -[ସମ୍ପାଦନା]
- ୧. ହର୍ଷଶୋକାଦିର ଆତିଶଯ୍ୟବଶତଃ କଣ୍ଠରୋଧ ହେବାରୁ ଯେଉଁ କଥା ସ୍ପଷ୍ଟ ଉଚ୍ଚାରିତ ହୁଏ ନାହିଁ — ୧. Indistinctly uttered (speech) due to a paroxysm of feeling.
- ୨. ମୋହିତ; ଅଧୈର୍ଯ୍ୟ —୨. Impatient.
- ୩. ଭାବବିହ୍ୱଳତା ଯୋଗୁଁ କମ୍ପିତ ସ୍ୱର — ୩. Tremulous (voice) due to intensity of feelings.
- ୪. ଭାବାବେଗ ଯୋଗୁଁ ପୁନଃ ପୁନଃ ଅର୍ଦ୍ଧୋଚ୍ଚାରିତ (ଧ୍ୱନି) — ୪. Repeatedly choked (voice) due to intensity of feelings.
- ୫. ଖନାଇ ଖନାଇ ଉଚ୍ଚାରିତ (ବାକ୍ୟ) — ୫. Faltering (words).
ସଂସ୍କୃତ - କ୍ରି.ବିଶେଷଣ -[ସମ୍ପାଦନା]
ଖନାଇ ଖନାଇ —In a faltering or stammering manner.