ଗଦ୍ଗଦ

ଉଇକିଅଭିଧାନ‌ରୁ

ଗଦ୍ଗଦ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ଧ୍ୱନ୍ୟନୁକରଣ;ସଂସ୍କୃତ - ଗଦ ଧାତୁ=କହିବା)[ସମ୍ପାଦନା]

୧. ଖନାଇବା; ଖନି ଖନି କଥା କହିବା — ୧. Stammering; stuttering; faltering.
୨. ଅସ୍ପଷ୍ଟ ବାକ୍ୟ — ୨. Inarticulate or indistinct speech.
୩. କ୍ରୋଧ ଆନନ୍ଦାଦିଜନିତ ଅସ୍ପଷ୍ଟ ବାକ୍ୟ — ୩. Convulsive speech (due to paroxysm of joy, devotio, anger).

ସଂସ୍କୃତ - ବିଶେଷଣ -[ସମ୍ପାଦନା]

୧. ହର୍ଷଶୋକାଦିର ଆତିଶଯ୍ୟବଶତଃ କଣ୍ଠରୋଧ ହେବାରୁ ଯେଉଁ କଥା ସ୍ପଷ୍ଟ ଉଚ୍ଚାରିତ ହୁଏ ନାହିଁ — ୧. Indistinctly uttered (speech) due to a paroxysm of feeling.
୨. ମୋହିତ; ଅଧୈର୍ଯ୍ୟ —୨. Impatient.
୩. ଭାବବିହ୍ୱଳତା ଯୋଗୁଁ କମ୍ପିତ ସ୍ୱର — ୩. Tremulous (voice) due to intensity of feelings.
୪. ଭାବାବେଗ ଯୋଗୁଁ ପୁନଃ ପୁନଃ ଅର୍ଦ୍ଧୋଚ୍ଚାରିତ (ଧ୍ୱନି) — ୪. Repeatedly choked (voice) due to intensity of feelings.
୫. ଖନାଇ ଖନାଇ ଉଚ୍ଚାରିତ (ବାକ୍ୟ) — ୫. Faltering (words).

ସଂସ୍କୃତ - କ୍ରି.ବିଶେଷଣ -[ସମ୍ପାଦନା]

ଖନାଇ ଖନାଇ —In a faltering or stammering manner.