ଗର୍ହଣ
ଗର୍ହଣ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ସଂସ୍କୃତ - ବିଶେଷ୍ୟ - (ଗର୍ହ୍ ଧାତୁ+ଭାବ. ଅନ)[ସମ୍ପାଦନା]
- ୧. ନିନ୍ଦା — ୧. Censure; blame.
- ୨. ଅଭିଯୋଗ; ଦୋଷାରୋପ —୨. Laying blame; finding fault; charge; accusation.
- ୩. ତିରସ୍କାର —୩. Rebuking; reproach.
ଗ୍ରାମ୍ୟ - (ଇତର) ବିଶେଷ୍ୟ - (ସଂସ୍କୃତ - ଗ୍ରହଣ)[ସମ୍ପାଦନା]
ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ — Solar or lunar eclipse.