Jump to content

ଗର୍ହଣ

ଉଇକିଅଭିଧାନ‌ରୁ

ଗର୍ହଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଗର୍ହ୍ ଧାତୁ+ଭାବ. ଅନ)

[ସମ୍ପାଦନା]
୧. ନିନ୍ଦା — ୧. Censure; blame.
୨. ଅଭିଯୋଗ; ଦୋଷାରୋପ —୨. Laying blame; finding fault; charge; accusation.
୩. ତିରସ୍କାର —୩. Rebuking; reproach.

ଗ୍ରାମ୍ୟ - (ଇତର) ବିଶେଷ୍ୟ - (ସଂସ୍କୃତ - ଗ୍ରହଣ)

[ସମ୍ପାଦନା]

ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ — Solar or lunar eclipse.