ଗଳି
ଦୁଇପାଖେ ଘର ବା ବାଡ଼ଥିବା କନ୍ଦି; ସରୁ ବା ଅଣଓସାରିଆ ବାଟ — Narrow lane; alley.
କନ୍ଦି କନ୍ଦି ହୋଇଣ ପଡ଼ିଛି ଦାଣ୍ଡ ଗଳି ପ୍ରାଚୀ. ବ୍ରହ୍ମନିରୂପଣଗୀତ