ଗଳି

ଉଇକିଅଭିଧାନ‌ରୁ

ଗଳି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ସଂସ୍କୃତ - ଗଳ; ଗଳାପରି ସରୁ ଥିବାରୁ?)[ସମ୍ପାଦନା]

ଦୁଇପାଖେ ଘର ବା ବାଡ଼ଥିବା କନ୍ଦି; ସରୁ ବା ଅଣଓସାରିଆ ବାଟ — Narrow lane; alley.

କନ୍ଦି କନ୍ଦି ହୋଇଣ ପଡ଼ିଛି ଦାଣ୍ଡ ଗଳି ପ୍ରାଚୀ. ବ୍ରହ୍ମନିରୂପଣଗୀତ