ଗାଇବା
ଦେଖଣା
ଗାଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ସଂସ୍କୃତ - ଗୈ ଧାତୁ)
[ସମ୍ପାଦନା]- ୧. ଗାନ କରିବା; ଗୀତ ବୋଲିବା —୧. To sing.
ସଲଜୁ ଗାଏ ନିଲ୍ଲଜ୍ଜ ବାଏ ଅତି ବେହିୟା ନାଚି ନଚି ଯାଏ—ତଗ
- ୨. ପଦ୍ୟ ଆବୃତ୍ତି କରିବା — ୨. To recite a poem.
- ୩. ବହଲେଇବା; ବାହୁଲ୍ୟ କରି କହିବା — ୩. To speak extensively or too much.
ଶ୍ୱେତାଙ୍ଗ ଛାମୁର ମିଛ ସତ ଗାଇ—ରାଧାନାଥ. ଦରବାର
- ୪. ବାରଂବାର କହିବା — ୪. To speak repeatedly.
ପିତୃଦେବ ଅତିଥିଙ୍କି ଯେ ଅନ୍ନ ଦିଏ ତା ପୁଣ୍ୟ ଗାଇଲେ ନ ସରିବ ହେ ରାଏ—କୃଷ୍ଣସିଂହ. ମହାଭାରତ. ଅନୁ
- ୫. ନାମ ଗାନ କରିବା — ୫. To sing the name of (in respect).
ଦି ହଞ୍ଚନ୍ତି କୃଷ୍ଣ ଗାଇ ଅନ୍ତରେ ତାଉ ପଦ ଧ୍ୟୟି—ଜଗନ୍ନାଥ. ଭାଗବତ
[ଦ୍ରଷ୍ଟବ୍ୟ —ଗାଇବା ସଙ୍ଗେ ବଜା (ଜେ) ଇବ ଶଦ୍ଦ ସହଚରରୂପେ ବ୍ୟବହୃତ ହୁଏ]