ଗିଳିବା
Appearance
ଗିଳିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଗିଳିବା
|
ଦେଶଜ - କ୍ରି. (ସଂସ୍କୃତ - ଗୃ ଧାତୁ)
[ସମ୍ପାଦନା]- ୧. ଗ୍ରାସ କରିବା — ୧. To eat; to gobble.
- ୨. ଗଳାଧଃକରଣ କରିବା — ୨. To gulp; to devour; to swallow.
- ୩. (ଲକ୍ଷଣାର୍ଥ) ପ୍ରକୃତ ଅର୍ଥ ନ ବୁଝି (ପାଠ) ମୁଖସ୍ତ କରିବା — ୩. To simply get heart (lessons without understanding their meaning)
ଜୀର୍ଣ୍ଣ ଶାସ୍ତ୍ର ତନ୍ତ୍ରମନ୍ତ୍ର ଗିଳି ଅବିଚାରେ ମଧୁସୂଦନ—ଉତ୍କଳଗାଥା
- ୪. ବିଶେଷ ପରିମାଣରେ ଖାଇବା — ୪. To eat gluttonously.
- ୫. ଅଭିଭୂତ କରିବା; ଆଚ୍ଛନ୍ନ କରିବା; ଘୋଟିବା — ୫. To over whelm; to pervade.
ଗିଳିଦେଲା ପୂରନ୍ଦର ନୀଳକର କଳିକାମୟ ତିମିର—କବିସୂର୍ଯ୍ୟ. ଚମ୍ପ
- ୬. (ବ୍ୟଙ୍ଗ୍ୟାର୍ଥ) ଖାଇବା; ଭୋଜନ କରିବା — ୬. To eat.
- ୭. (ଲକ୍ଷଣାର୍ଥ) ପରାସ୍ତ କରିବା — ୭. (fig. meaning) To overpower.
ଏହିରୂପେ ବିଚାର ବଳି ପଡି ଶୋକ, ଗଳି ଦେଲା ଦମୟନ୍ତଙ୍କର ବିବେକ କୃଷ୍ମସିଂହ. ମହାଭାରତ. ବନ
- ୮. (ଲକ୍ଷଣାର୍ଥ) ଇଚ୍ଛା ବିରୁଦ୍ଧରେ କୌଣସି କାର୍ଯ୍ୟ କରିବା — ୮. To do any work against one's wish.
- ୯. (ଲକ୍ଷଣାର୍ଥ) ଅନ୍ୟର ଧନ ସମ୍ପତ୍ତିକୁ ତୋଷରଫ୍ ବା ଆତ୍ମସାତ୍ କରିବା —୯. (fig. meaning) To appropriate another's property.
- ୧. (ଲକ୍ଷଣାର୍ଥ) କୌଣସି ପଦାର୍ଥଠାରୁ ବଳିଯିବା — ୧୯. (fig. use) To excel another.