ଗୁମୁଟ
Appearance
ଗୁମୁଟ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗୁମ୍ପା)
[ସମ୍ପାଦନା]- ୧. ଚାରିଆଡ଼ ବନ୍ଦ ଥିବା କ୍ଷୁଦ୍ର ଦ୍ୱାର— ବିଶିଷ୍ଟ ଛୋଟ ଘର; ଆଲୁଅ ଓ ବାୟୁଚାଳନବିହୀନ କ୍ଷୁଦ୍ର ଗୃହ —୧. A small unventilated room with a small door.
- ୨. ସଂକୀର୍ଣ୍ଣ ଓ ଆବୃତ ଗଳି — ୨. Narrow covered lane.
- ୩. ଗମ୍ୱୁଜାକୃତି ଘର —୩. Dome-shaped house.
- ୪. ଗୁମ୍ଫାକୃତି ସଂକୀର୍ଣ୍ଣ ଘର —୪. A house like a den.