Jump to content

ଗୁମୁଟ

ଉଇକିଅଭିଧାନ‌ରୁ

ଗୁମୁଟ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗୁମ୍ପା)

[ସମ୍ପାଦନା]
୧. ଚାରିଆଡ଼ ବନ୍ଦ ଥିବା କ୍ଷୁଦ୍ର ଦ୍ୱାର— ବିଶିଷ୍ଟ ଛୋଟ ଘର; ଆଲୁଅ ଓ ବାୟୁଚାଳନବିହୀନ କ୍ଷୁଦ୍ର ଗୃହ —୧. A small unventilated room with a small door.
୨. ସଂକୀର୍ଣ୍ଣ ଓ ଆବୃତ ଗଳି — ୨. Narrow covered lane.
୩. ଗମ୍ୱୁଜାକୃତି ଘର —୩. Dome-shaped house.
୪. ଗୁମ୍ଫାକୃତି ସଂକୀର୍ଣ୍ଣ ଘର —୪. A house like a den.