ଗୃଷ୍ଟି
ଦେଖଣା
ଗୃଷ୍ଟି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଗ୍ରହ ଧାତୁ+ତି. ନିପାତନ; ଯେ ଥରେ ମାତ୍ର ଗର୍ଭ ଧାରଣ କରେ)
[ସମ୍ପାଦନା]- ୧. ସକୃତପ୍ରସୂତା ଗୌ; ଏକବିଆଣିଆ ଗାଈ —୧. A cow which bears one calf only.
- ୨. ଥରେ ପ୍ରସବ କରିଥିବା ସ୍ତ୍ରୀ — ୨. A woman who has borne one child only.
- ୩. ବରାହ; ବାରା —୩. A boar.
- ୪. ବରାହତ୍ରାନ୍ତା —୪. A herb.
- ୫. ବଦର ବୃକ୍ଷ —୫. The Jujube tree.
- ୬. କାଶ୍ମୀରୀ (ଦେଖ) - —୬. Kāṡmīrī (See)