ଗୋଟା
ଦେଖଣା
ଗୋଟା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷଣ - (ତୁଳ. ଦ୍ରା. ଗୋଟା;ସଂସ୍କୃତ - ଗୁଟିକା)
[ସମ୍ପାଦନା]- ୧. ବର୍ତ୍ତୁଳ — ୧. Round.
- ୨. ଏକୁଟିଆ; ଏକା —୨. Solitary.
- ୩. ଅଖଣ୍ଡ —୩. Unbroken; entire.
- ୪. ଖଣ୍ଡଖଣ୍ଡିଆ; ଗୋଟାଳିଆ —୪. In lumps.
- ୫. ଏକ ଜାଗାରେ ଜମା ହୋଇ ଟାଣୁଆ —୫. Gathered to one place and become hardened.
ଅନୁବାଦ
[ସମ୍ପାଦନା]ଦେଶଜ - ଅ (ସଂଖ୍ୟାବାଚକ ଶଦ୍ଦର ପ୍ରତ୍ୟୟ)
[ସମ୍ପାଦନା]- ୬. ସଂଖ୍ୟକ — ୬. Numbering.
(ଯଥା—ତିନିଗୋଟା)
ଦେଶଜ - (ସର୍ବନାମ; ଅନାଦରାର୍ଥ)
[ସମ୍ପାଦନା]ଏକ ଗୋଟ — One only.
ଚତୁର୍ଥ ପାବଚ୍ଛ ଗୋଟା ନିଘୋଡ଼ ଅନାମିକା ପ୍ରାଚୀ ବ୍ରହ୍ମନିରୂପଣ ଗୀତା
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ସଂଖ୍ୟା —୧. Number.
- ୨. ସୁନା ବା ରୁପାର ଜରି —୨. Gold or silver lace.
[ ଦ୍ର—ଅନାଦରାର୍ଥ 'ଗୋଟା' ଶଦ୍ଦ ଆଦରାର୍ଥରେ 'ଗୋଟି' ହୋଇ ବ୍ୟବହୁତ ହୁଏ ଯଥା—ତିନିଗୋଟା ଚୋର; ତିନିଗୋଟି ସାଧୁ]
ପ୍ରାଦେଶିକ - (ଭତ୍ରି ଭାଖା) ବିଶେଷ୍ୟ -
[ସମ୍ପାଦନା]ପଦାର୍ଥ —Things.