ଗୋଟା

ଉଇକିଅଭିଧାନ‌ରୁ

ଗୋଟା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ବିଶେଷଣ - (ତୁଳ. ଦ୍ରା. ଗୋଟା;ସଂସ୍କୃତ - ଗୁଟିକା)[ସମ୍ପାଦନା]

୧. ବର୍ତ୍ତୁଳ — ୧. Round.
୨. ଏକୁଟିଆ; ଏକା —୨. Solitary.
୩. ଅଖଣ୍ଡ —୩. Unbroken; entire.
୪. ଖଣ୍ଡଖଣ୍ଡିଆ; ଗୋଟାଳିଆ —୪. In lumps.
୫. ଏକ ଜାଗାରେ ଜମା ହୋଇ ଟାଣୁଆ —୫. Gathered to one place and become hardened.

ଅନୁବାଦ[ସମ୍ପାଦନା]

ଦେଶଜ - ଅ (ସଂଖ୍ୟାବାଚକ ଶଦ୍ଦର ପ୍ରତ୍ୟୟ)[ସମ୍ପାଦନା]

୬. ସଂଖ୍ୟକ — ୬. Numbering.

(ଯଥା—ତିନିଗୋଟା)

ଦେଶଜ - (ସର୍ବନାମ; ଅନାଦରାର୍ଥ)[ସମ୍ପାଦନା]

ଏକ ଗୋଟ — One only.

ଚତୁର୍ଥ ପାବଚ୍ଛ ଗୋଟା ନିଘୋଡ଼ ଅନାମିକା ପ୍ରାଚୀ ବ୍ରହ୍ମନିରୂପଣ ଗୀତା

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ସଂଖ୍ୟା —୧. Number.
୨. ସୁନା ବା ରୁପାର ଜରି —୨. Gold or silver lace.

[ ଦ୍ର—ଅନାଦରାର୍ଥ 'ଗୋଟା' ଶଦ୍ଦ ଆଦରାର୍ଥରେ 'ଗୋଟି' ହୋଇ ବ୍ୟବହୁତ ହୁଏ ଯଥା—ତିନିଗୋଟା ଚୋର; ତିନିଗୋଟି ସାଧୁ]

ପ୍ରାଦେଶିକ - (ଭତ୍ରି ଭାଖା) ବିଶେଷ୍ୟ -[ସମ୍ପାଦନା]

ପଦାର୍ଥ —Things.