ଗୋଡ଼
ଦେଖଣା
ଗୋଡ଼
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଘୁଟ; ଘୁଟି; ଘୁଟିକା-ଗୁଳ୍ଫ; ସଂସ୍କୃତ - ଗୋହିର= ପାଦମୂଳ)
[ସମ୍ପାଦନା]- ୧. ଚରଣ; ପାଦ —୧. Leg.
- ୨. ଟେବୁଲ, ଖଟ ବା ଚଉକୀ ଇତ୍ୟାଦିର ଖୁଣ୍ଟି — ୨. Post or pillar on which a chair, stool, table or bedstead stands.
- ୩. ଚେର; ମୂଳ —୩. Root.
- ୪. ବଇଠ; କୌଣସି ବସ୍ତୁର ନିମ୍ନ ଅଂଶ — ୪. Base; pedestal.
- ୫. ମୂଳକାରଣ —୫. Root-cause; origin.
(ଯଥା—ମାଇପଙ୍କ କଳି ଏ ମକଦ୍ଦମାର ଗୋଡ଼ ଅଟେ)
- ୬. ଗୁଳ୍ଫ; ପାଦମୂଳ —୬. Heel.
- ୭. ରଞ୍ଜା; ଜହ୍ନି କାକୁଡ଼ି ଆଦି ଲଟା ମାଡ଼ିବା ପାଇଁ ଦିଆଯିବା ଝାଟି — ୭. Frame-work for training creepers; trellise.
- ୮. ଦୁଇଖଣ୍ଡବିଶିଷ୍ଟ ଅଳଙ୍କାର ସଂଲଗ୍ନ ହେବାର ଗଣ୍ଠି ବା କବିଜା —୮. A hinge or joint of an ornament consisting of two pieces.