Jump to content

ଗୋଡ଼

ଉଇକିଅଭିଧାନ‌ରୁ

ଗୋଡ଼

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଘୁଟ; ଘୁଟି; ଘୁଟିକା-ଗୁଳ୍ଫ; ସଂସ୍କୃତ - ଗୋହିର= ପାଦମୂଳ)[ସମ୍ପାଦନା]

୧. ଚରଣ; ପାଦ —୧. Leg.
୨. ଟେବୁଲ, ଖଟ ବା ଚଉକୀ ଇତ୍ୟାଦିର ଖୁଣ୍ଟି — ୨. Post or pillar on which a chair, stool, table or bedstead stands.
୩. ଚେର; ମୂଳ —୩. Root.
୪. ବଇଠ; କୌଣସି ବସ୍ତୁର ନିମ୍ନ ଅଂଶ — ୪. Base; pedestal.
୫. ମୂଳକାରଣ —୫. Root-cause; origin.

(ଯଥା—ମାଇପଙ୍କ କଳି ଏ ମକଦ୍ଦମାର ଗୋଡ଼ ଅଟେ)

୬. ଗୁଳ୍ଫ; ପାଦମୂଳ —୬. Heel.
୭. ରଞ୍ଜା; ଜହ୍ନି କାକୁଡ଼ି ଆଦି ଲଟା ମାଡ଼ିବା ପାଇଁ ଦିଆଯିବା ଝାଟି — ୭. Frame-work for training creepers; trellise.
୮. ଦୁଇଖଣ୍ଡବିଶିଷ୍ଟ ଅଳଙ୍କାର ସଂଲଗ୍ନ ହେବାର ଗଣ୍ଠି ବା କବିଜା —୮. A hinge or joint of an ornament consisting of two pieces.