ଗୋଲ
ଗୋଲ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ବୈଦେଶଜ - ବିଶେଷ୍ୟ - (ଇଂ)[ସମ୍ପାଦନା]
- ୧. ଫୁଟବଲ୍ ଖେଳ ପଡ଼ିଆର ନିର୍ଦ୍ଦିଷ୍ଟ ସୀମାରେ ଦୁଇପାଖରେ ପୋତା ହୋଇଥିବା ଓ ଉପରେ ଆଡ଼ଧାରଣା ପଡ଼ିଥିବା ଖୁଣ୍ଟିଦ୍ୱୟ —୧. Goal-post.
- ୨. ଫୁଟବଲ୍ ଖେଳରେ ଏକ ପକ୍ଷ ଅନ୍ୟ ପକ୍ଷକୁ ଦେବା ବୋଝ —୨. A goal (victory) in the foot- ball game.
ବୈଦେଶଜ - ବିଣ—(ଫରାସୀ - ଗୋଲ୍; ଆରବୀ - ଗୁଲ୍)[ସମ୍ପାଦନା]
ବିଶୃଙ୍ଖଳ — Intricate; confused.
ଦେଶଜ - ବିଣ—(ସଂସ୍କୃତ - ଗୋଳ)[ସମ୍ପାଦନା]
- ୧. ବର୍ତ୍ତୁଳ —୧. Round.
- ୨. ବୃତ୍ତାକାର —୨. Cricular.
ବିଶେଷ୍ୟ - (ସଂସ୍କୃତ - ଗୋଳ)[ସମ୍ପାଦନା]
- ୧. ବର୍ତ୍ତୁଳ ବସ୍ତୁ —୧. Globe.
- ୨. ଗୋଲାକାର କୋଠା —୨. A circular building.
- ୩. ଗୋଲାକାର ସିଢ଼ି —୩. A spiral staircase.
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ଫରାସୀ - ଗୁଲ୍= ହଲ୍ଲା[ସମ୍ପାଦନା]
- ୧. ଗୋଳମାଳ — ୧. Ado; confusion.
- ୨. ବହୁଧ୍ୱନିମିଶ୍ରିତ ଉଚ୍ଚ ଶ୍ରୁତିକଟୁ ଶବ୍ଦ; ଘୋଘା — ୨. Noise; outcry.
- ୩. କଳି —୩. Quarrel.
- ୪. ହୋହା; ହଲ୍ଲା; ଅତି ଉଚ୍ଚ ଧ୍ୱନି —୪. Hue and cry.