Jump to content

ଗୋଲ

ଉଇକିଅଭିଧାନ‌ରୁ

ଗୋଲ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶଜ - ବିଶେଷ୍ୟ - (ଇଂ)[ସମ୍ପାଦନା]

୧. ଫୁଟବଲ୍ ଖେଳ ପଡ଼ିଆର ନିର୍ଦ୍ଦିଷ୍ଟ ସୀମାରେ ଦୁଇପାଖରେ ପୋତା ହୋଇଥିବା ଓ ଉପରେ ଆଡ଼ଧାରଣା ପଡ଼ିଥିବା ଖୁଣ୍ଟିଦ୍ୱୟ —୧. Goal-post.
୨. ଫୁଟବଲ୍ ଖେଳରେ ଏକ ପକ୍ଷ ଅନ୍ୟ ପକ୍ଷକୁ ଦେବା ବୋଝ —୨. A goal (victory) in the foot- ball game.

ବୈଦେଶଜ - ବିଣ—(ଫରାସୀ - ଗୋଲ୍; ଆରବୀ - ଗୁଲ୍)[ସମ୍ପାଦନା]

ବିଶୃଙ୍ଖଳ — Intricate; confused.

ଦେଶଜ - ବିଣ—(ସଂସ୍କୃତ - ଗୋଳ)[ସମ୍ପାଦନା]

୧. ବର୍ତ୍ତୁଳ —୧. Round.
୨. ବୃତ୍ତାକାର —୨. Cricular.

ବିଶେଷ୍ୟ - (ସଂସ୍କୃତ - ଗୋଳ)[ସମ୍ପାଦନା]

୧. ବର୍ତ୍ତୁଳ ବସ୍ତୁ —୧. Globe.
୨. ଗୋଲାକାର କୋଠା —୨. A circular building.
୩. ଗୋଲାକାର ସିଢ଼ି —୩. A spiral staircase.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ଫରାସୀ - ଗୁଲ୍= ହଲ୍ଲା[ସମ୍ପାଦନା]

୧. ଗୋଳମାଳ — ୧. Ado; confusion.
୨. ବହୁଧ୍ୱନିମିଶ୍ରିତ ଉଚ୍ଚ ଶ୍ରୁତିକଟୁ ଶବ୍ଦ; ଘୋଘା — ୨. Noise; outcry.
୩. କଳି —୩. Quarrel.
୪. ହୋହା; ହଲ୍ଲା; ଅତି ଉଚ୍ଚ ଧ୍ୱନି —୪. Hue and cry.