Jump to content

ଫରାସୀ

ଉଇକିଅଭିଧାନ‌ରୁ

ଫରାସୀ

ଉଚ୍ଚାରଣ

[ସମ୍ପାଦନା]

(ଫରାସିସ୍—ଅନ୍ୟରୂପ)

  • (file)

ବୈଦେଶିକ - ବିଶେଷଣ - (ଇଂରାଜୀ - ଫ୍ରାନ୍ସ=ଦେଶବିଶେଷ; ଫାରାସୀ - ଫରାସୀସ୍ =ଫ୍ରାନ୍ସ ଦେଶ)

[ସମ୍ପାଦନା]

ଫ୍ରାନ୍ସ ଦେଶୀୟ — French.

ଫରିସିସ୍ ଛିଟର ମିରଜେଇ ରାଧାନାଥ. ବିବେକୀ

ବୈଦେଶିକ - ବିଶେଷ୍ୟ -

[ସମ୍ପାଦନା]
୧. ଫ୍ରାନ୍ସ ଦେଶ —୧. France.
୨. ଫ୍ରାନ୍ସ ଦେଶବାସୀ ବ୍ୟକ୍ତି —୨. Frenchman.