ଫରାସୀ

ଉଇକିଅଭିଧାନ‌ରୁ

ଫରାସୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଫରାସିସ୍—ଅନ୍ୟରୂପ)

  • (file)

ବୈଦେଶିକ - ବିଶେଷଣ - (ଇଂରାଜୀ - ଫ୍ରାନ୍ସ=ଦେଶବିଶେଷ; ଫାରାସୀ - ଫରାସୀସ୍ =ଫ୍ରାନ୍ସ ଦେଶ)[ସମ୍ପାଦନା]

ଫ୍ରାନ୍ସ ଦେଶୀୟ — French.

ଫରିସିସ୍ ଛିଟର ମିରଜେଇ ରାଧାନାଥ. ବିବେକୀ

ବୈଦେଶିକ - ବିଶେଷ୍ୟ -[ସମ୍ପାଦନା]

୧. ଫ୍ରାନ୍ସ ଦେଶ —୧. France.
୨. ଫ୍ରାନ୍ସ ଦେଶବାସୀ ବ୍ୟକ୍ତି —୨. Frenchman.