ଡିଆଁ ମାରିବା
ଡିଆଁ ମାରିବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଦେଶଜ - କ୍ରିୟାପଦ -[ସମ୍ପାଦନା]
- ୧. କୁଦିବା; ଲମ୍ଫ ଦେବା — ୧. To jump over; to leap over.
x x ମିଆଁ ଘରଯାକ ଡିଆଁମାରି ନିଆଁ ନିଭାଉଥାଏ ଫକୀରମାହନ, ଛମାଣଆଠଗୁଣ୍ଠ
- ୨. ଦଉଡ଼ିବା —୨. To run along.
- ୩. ଦଉଡ଼ିକରି ପଳାଇବା — ୩. To run; away to flee away.
- ୪. ଶୀଘ୍ର କୌଣସି ସ୍ଥାନ ତ୍ୟାଗ କରିବା — ୪. To leave a place in hot-haste.
ଆରେ ଡାକି କଟି ! ଡିଆଁ ମାରିଯିବାକୁ ବସନ୍ତେ ହଟି ଡ଼କା କରଇ ମୁଁ ବନ୍ଧୁ ସରିଲିଟି—କବିସୂର୍ଯ୍ୟ. ସଙ୍ଗୀତ
ଡିଆଁ ମାରିବା
ଓଡ଼ିଆ[ସମ୍ପାଦନା]
ଦେଶଜ - କ୍ରିୟାପଦ -[ସମ୍ପାଦନା]
- ୧. ଡେଇଁବା
- ୨. କୁଦା ମରି ଗତି କରିବା
- ୩. ଦୁଉଡ଼ି କରି ପଳାଇଯିବା