ଡିଆଁ ମାରିବା
ଦେଖଣା
ଡିଆଁ ମାରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କୁଦିବା; ଲମ୍ଫ ଦେବା — ୧. To jump over; to leap over.
x x ମିଆଁ ଘରଯାକ ଡିଆଁମାରି ନିଆଁ ନିଭାଉଥାଏ ଫକୀରମାହନ, ଛମାଣଆଠଗୁଣ୍ଠ
- ୨. ଦଉଡ଼ିବା —୨. To run along.
- ୩. ଦଉଡ଼ିକରି ପଳାଇବା — ୩. To run; away to flee away.
- ୪. ଶୀଘ୍ର କୌଣସି ସ୍ଥାନ ତ୍ୟାଗ କରିବା — ୪. To leave a place in hot-haste.
ଆରେ ଡାକି କଟି ! ଡିଆଁ ମାରିଯିବାକୁ ବସନ୍ତେ ହଟି ଡ଼କା କରଇ ମୁଁ ବନ୍ଧୁ ସରିଲିଟି—କବିସୂର୍ଯ୍ୟ. ସଙ୍ଗୀତ
ଡିଆଁ ମାରିବା
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଡେଇଁବା
- ୨. କୁଦା ମରି ଗତି କରିବା
- ୩. ଦୁଉଡ଼ି କରି ପଳାଇଯିବା