ପଛରେ

ଉଇକିଅଭିଧାନ‌ରୁ

ପଛରେ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଆଗରେ—ବିପରୀତ)

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ଅ (ସଂସ୍କୃତ - ପଶ୍ଚାତ୍)[ସମ୍ପାଦନା]

୧. ଅମୁକ ଉଦ୍ଦେଶ୍ୟ ସାଧନ ପାଇଁ— ଯଥା—ପିଲାର ପଢ଼ାପଢ଼ି ପଛରେ ବାପ ଶହ ଶହ ଟଙ୍କା ଖର୍ଚ୍ଚ କରୁଛି —୧. For; in.
୨. ଅମୁକର ନିମନ୍ତେ —୨. For.
୩. ଅମୁକକୁ ପ୍ରବର୍ତ୍ତାଇବା ବା ମଙ୍ଗାଇବା ପାଇଁ— (ଯଥା—ଅମୁକଙ୍କ ପାଇଁ ଭୋଟ ଦେବାକୁ ମୋ ପଛରେ ୪ଜଣ ଗୋଡ଼େଇଛନ୍ତି)
୪. ଅମୁକର ପାଳନ; ର୭ଣ ବା ବ୍ୟୟ ନିର୍ବାହର୍ଥ— (ଯଥା—ନାଟୁଆଙ୍କ ପଛରେ ବାବୁଙ୍କର ଶହ ଟଙ୍କା ଉଡ଼ୁଛି)
୫. ପୃଷ୍ଠ ଭାଗରେ —୫. on the bock; on the back side of.
୬. ପରବରର୍ତ୍ତୀ କାଳରେ; ଭବିଷ୍ୟତରେ — ୬. In future.

(ଯଥା—ସେ ତାକୁ ପଛରେ ଶୋଧୁଛି)

୭. ଅମୁକର ଅନୁପସ୍ଥିତିରେ; ପରୋକ୍ଷରେ —୭. In the absence of; behind the back of.
୮. ଅମୁକର ଅଧିନାୟକତ୍ୱରେ — ୮. Under the leadership of.
୯. ଅମୁକକୁ ସାହାଯ୍ୟ ଦେବା ପାଇଁ — ୯. In the support of; to support him.
୧. ବହୁ ପୂର୍ବବର୍ତ୍ତୀ କାଳରେ — ୧୯. Far behind in time.
୧୧. ବହୁ ଦୂରରେ — ୧୧. Far behind in place.