ପେଚକ
ଦେଖଣା
ପେଚକ
ଉଚ୍ଚାରଣ
[ସମ୍ପାଦନା](ପେଚିକା—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - (ପିଚ୍ ଧାତୁ=ବ୍ୟକ୍ତି କରିବା, ରାବିବା+ଅକ)
[ସମ୍ପାଦନା]- ୧. (ପୁ) ପେଚା (ଦେଖ) - ୧. Pechā (See)
- ୨. ହସ୍ତୀର ପୁଚ୍ଛର ମୂଳ ବା ଅଗ୍ର —୨. The root or tip of an elephant's tail.
- ୩. ଗୃହ୍ୟଦେଶାଚ୍ଛାଦକ ମାଂସ ପିଣ୍ଡ; ପଦ୍ମ — ୩. A lump of flesh covering the mouth of the anus.
- ୪. ପର୍ଯ୍ୟଙ୍କ; ପଲଙ୍କ —୪. Bedstead; sofa.
- ୫. ମେଘ —୫. Cloud.
- ୬. ଉକୁଣି —୬. Louse.