ପେଚକ

ଉଇକିଅଭିଧାନ‌ରୁ

ପେଚକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ପେଚିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - (ପିଚ୍ ଧାତୁ=ବ୍ୟକ୍ତି କରିବା, ରାବିବା+ଅକ)[ସମ୍ପାଦନା]

୧. (ପୁ) ପେଚା (ଦେଖ) - ୧. Pechā (See)
୨. ହସ୍ତୀର ପୁଚ୍ଛର ମୂଳ ବା ଅଗ୍ର —୨. The root or tip of an elephant's tail.
୩. ଗୃହ୍ୟଦେଶାଚ୍ଛାଦକ ମାଂସ ପିଣ୍ଡ; ପଦ୍ମ — ୩. A lump of flesh covering the mouth of the anus.
୪. ପର୍ଯ୍ୟଙ୍କ; ପଲଙ୍କ —୪. Bedstead; sofa.
୫. ମେଘ —୫. Cloud.
୬. ଉକୁଣି —୬. Louse.