ଝୋଲା
ଦେଖଣା
ଝୋଲା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦୁଳ ଧାତୁ)
[ସମ୍ପାଦନା]- ୧. ଏକପ୍ରକାର ଯାନ; ଝୁଲା — ୧. A Swinging sedan chair.
ଅନୁବାଦ
[ସମ୍ପାଦନା]- ବଡ଼ ଥଳିଆ —୨. A big bag.
- ୩. ପତଳା ଚାଦର —୩. A thin sheet.
କୁସୁମ ପାଖୁଡ଼ା ବିଞ୍ଚି ଝୋଲା ପକାଇ— ଦୀନକୃଷ୍ଣ. ରସକୋଲ୍ଲୋଳ
- ୪. ଲୁଗାର ମୁଣି ବା ଥଳି; ଝୁଲା — ୪. Wallet; pouch; bag of cloth.
[ଦ୍ରଷ୍ଟବ୍ୟ — ଏହା ଦେହରେ ଦଉ଼ଡ଼ି ଲଗାଇ ଏହାକୁ କାନ୍ଧରୁ କଡ଼ପଟେ ଝଲାଇବାକୁ ହୁଏ କନିଷ୍ଟବଳ ଓ ପଲଣମାନେ ଏହାକୁ ବ୍ୟବହାର କରନ୍ତି]
- ୫. ଜପମାଳି ରହିବାର ମୁଣି — ୫. A pouch containing rosaries.
- ୬. ଭିକ୍ଷୁକର ମୁଣି; ଭିକ୍ଷାଝୁଲି — ୬. Beggar's wallet.