Jump to content

ଝୋଲା

ଉଇକିଅଭିଧାନ‌ରୁ

ଝୋଲା

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦୁଳ ଧାତୁ)

[ସମ୍ପାଦନା]
୧. ଏକପ୍ରକାର ଯାନ; ଝୁଲା — ୧. A Swinging sedan chair.


ଅନୁବାଦ

[ସମ୍ପାଦନା]
ବଡ଼ ଥଳିଆ —୨. A big bag.
୩. ପତଳା ଚାଦର —୩. A thin sheet.

କୁସୁମ ପାଖୁଡ଼ା ବିଞ୍ଚି ଝୋଲା ପକାଇ— ଦୀନକୃଷ୍ଣ. ରସକୋଲ୍ଲୋଳ

୪. ଲୁଗାର ମୁଣି ବା ଥଳି; ଝୁଲା — ୪. Wallet; pouch; bag of cloth.

[ଦ୍ରଷ୍ଟବ୍ୟ — ଏହା ଦେହରେ ଦଉ଼ଡ଼ି ଲଗାଇ ଏହାକୁ କାନ୍ଧରୁ କଡ଼ପଟେ ଝଲାଇବାକୁ ହୁଏ କନିଷ୍ଟବଳ ଓ ପଲଣମାନେ ଏହାକୁ ବ୍ୟବହାର କରନ୍ତି]

୫. ଜପମାଳି ରହିବାର ମୁଣି — ୫. A pouch containing rosaries.
୬. ଭିକ୍ଷୁକର ମୁଣି; ଭିକ୍ଷାଝୁଲି — ୬. Beggar's wallet.