ସୁର୍
ସୁର୍
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ୱର)[ସମ୍ପାଦନା]
- ୧. ଶବ୍ଦ; ଧ୍ୱନି —୧. Sound.
- ୨. ସଙ୍ଗୀତର ରାଗ ବା ତାନ —୨. Tune.
- ୩. ବଙ୍ଗୀୟ ବଂଶୋପାଧିବିଶେଷ —୩. A family title in Bengal.
ଅନୁବାଦ[ସମ୍ପାଦନା]
ବୈଦେଶିକ - ବିଶେଷ୍ୟ -[ସମ୍ପାଦନା]
- ୧. (ଫାରାସୀ - ସୁର୍) ସୋର; ଚେତନା —୧. Consciousness.
- ୨. (ଫାରାସୀ - ସୁର୍) ଆରମ୍ଭ —୨. Beginning.