ଛଲ୍ଲି
ଛଲ୍ଲି
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ସଂସ୍କୃତ - ବିଶେଷ୍ୟ - (ଛଦ=ଆବରଣ+ଲା ଧାତୁ=ଦାନ କରିବା+କର୍ତ୍ତୃ. ଇ; ଯାହା ବୃକ୍ଷର ଶରୀରକୁ ଆଚ୍ଛାଦନ କରେ)[ସମ୍ପାଦନା]
- ୧. ଛାଲ; ଛେଲି; ବଳ୍କଳ — ୧. Bark of a tree.
- ୨. ଲତା —୨. A creeper.
- ୩. ସନ୍ତାନ —୩. Offspring.
- ୪. ବନ୍ୟ ପୁଷ୍ପବିଶେଷ (ଜ୍ଞାନେନ୍ଦ୍ର) — ୪. Name of a wild flower.
- ୫. (ଛଳ+ଇ) ଶଠ ବ୍ୟକ୍ତି —୫. A cheat.